om academy

ଆଇପିଏଲ ମହାସଂଗ୍ରାମ : ଆଜି ଡବଲ ହେଡର : ଦିଲ୍ଲୀରେ ମୁମ୍ବାଇ-ରାଜସ୍ଥାନ, ଅହମଦାବାଦରେ ଦିଲ୍ଲୀ-କୋଲକାତା ମଧ୍ୟରେ ଲଢେଇ

jsm

ଦିଲ୍ଲୀ/ଅହମଦାବାଦ : ଆଇପିଏଲ୍ ମହାସମରର ଅନ୍ୟ ଏକ ଡବଲ୍ ହେଡର ଦିନରେ ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ-ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ-କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେବେ । ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ମୁମ୍ବାଇ ଇଣ୍ଡିଆନ୍ସ-ରାଜସ୍ଥାନ ରୟାଲ୍ସ ମ୍ୟାଚ୍ ଅପରାହ୍‌ଣ ୩ଟା ୩୦ରୁ ଏବଂ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିଲ୍ଲୀ କ୍ୟାପିଟାଲ୍ସ-କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚ୍ ରାତି ୭.୩୦ରୁ ଖେଳାଯିବ । ଉଭୟ ମ୍ୟାଚ୍ ବେଶ୍ ରୋଚକ ତଥା ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.