ls

ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜିଠୁ କାର୍ଯ୍ୟକ୍ଷମ ହେବ ଆଇଏଲଏସ୍‌ ବା ଇନ୍‌ଷ୍ଟ୍ରୁମେଣ୍ଟ୍ରାଲ ଲାଣ୍ଡିଂ ସିଷ୍ଟମ୍‌

sb

ଝାରସୁଗୁଡା : ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜିଠୁ କାର୍ଯ୍ୟକ୍ଷମ ହେବ ଆଇଏଲଏସ୍‌ ବା ଇନ୍‌ଷ୍ଟ୍ରୁମେଣ୍ଟ୍ରାଲ ଲାଣ୍ଡିଂ ସିଷ୍ଟମ୍‌ । ଆଜି ମଧ୍ୟରାତ୍ରିରୁ ଆଇଏଲଏସ୍‌ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ । ଆଇଏଲଏସ କାର୍ଯ୍ୟକ୍ଷମ ହେଲେ କୁହୁଡି, ବର୍ଷା ଭଳି ପ୍ରତିକୂଳ ପାଗରେ ବିମାନ ଅବତରଣ ଓ ଉଡାଣ କରିପାରିବ ।

pc pk
Leave A Reply

Your email address will not be published.