ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଲା ଦାରିଦ୍ର୍ୟ, ବିଧାୟକଙ୍କ ପିଏସ୍‌ଓରୁ ହେଲେ ସାହିତ୍ୟ ଅଧ୍ୟାପକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୃଢ ଇଚ୍ଛା ଓ ଆଗ୍ରହ ଥିଲେ ଦିନେ ନା ଦିନେ ସଫଳତା ପାଦ ଚୁମିଥାଏ । ଏହିଭଳି ଏକ ଉଦାହରଣ ପାଲଟିଛନ୍ତି ଲମ୍ବୋଦର ପ୍ରଧାନ । ପେଷାରେ ସେ ପିଏସ୍‌ଓ ଥିବା ବେଳେ ଏବେ ସେ କଠିନ ପରିଶ୍ରମ ବଳରେ ଜଣେ ସରକାରୀ ଅଧ୍ୟାପକ ହୋଇ ପାରିଛନ୍ତି । ତେବେ ତାଙ୍କର ଏହି ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଆଜି ତାଙ୍କୁ ଏହି ସଫଳତା ଦେଇଛି ବୋଲି ସେ ମତ ପ୍ରକାଶ କରିଛନ୍ତି । ପିଲାଙ୍କୁ ଶିକ୍ଷା ପ୍ରଦାନ କରି ଭଲ ମଣିଷ ଭାବେ ଗଢି ତୋଳିବେ ବୋଲି ସେ ନିଜ ମତରେ କହିଛନ୍ତି ।

Leave A Reply

Your email address will not be published.

error: Content is protected !!