oom

ହେପି ମୋମେଣ୍ଟ ଇଣ୍ଡିଆ ଫେମିଲି ପକ୍ଷରୁ ହୋଲି ମିଳନ ଉତ୍ସବ ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହେପି ମୋମେଣ୍ଟ ଇଣ୍ଡିଆ ଫେମିଲି ପକ୍ଷରୁ ହୋଲି ମିଳନ ଉତ୍ସବ ଜଗଦା ଅନାଥ ଆଶ୍ରମର ଶିଶୁମାନଙ୍କ ସହିତ ରାଉରକେଲା ସେହେନାଇ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ସଫଳତା ପାଇଁ କମଳ ସାର, ଅନିତା ମାଡାମ, କୁମାର ସାର, ଅର୍ଚ୍ଚନା ମାଡାମ, ରାଜିନ୍ଦ୍ର ଭାଇ, ପ୍ରଦୀପ ଭାଇ, ନାଗ ମାଡାମ, ଆନନ୍ଦ, ସୋନୁ, କଲ୍ୟାଣୀ, ଜିତେନ ବାବୁ, ତରୁଲତା ମାଡାମ, କୁଞ୍ଜ ଭାଇ, ଜ୍ୟୋତି ଜୁଲି ଭାବିଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ସସ୍ମିତା ମାଡାମ କବିତା ପାଠ କରିଥିଲେ ।

jittmm
Leave A Reply

Your email address will not be published.