ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାାକାଣ୍ଡ

ଉଦଳା : ଉଦଳା ଥାନା ବଉଳଶାସନ ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାାକାଣ୍ଡ ଘଟିଥିବା ଖବର ମିଳିଛି । ମୃତକ ଜଣକ ଜୟପୁର ଗ୍ରାମର ସୁଭାଶିଷ ବାରିକ ବୋଲି ଜଣାପଡିଛି । ସୂଚନା ଅନୁସାରେ ଉଦଳା ଥାନା ଅଧୀନସ୍ଥ ବଉଳଶାସନ ଗ୍ରାମରେ ସୁଭାଶିଷ ବାରିକଙ୍କୁ ପୂର୍ବ ଶତୃତାକୁ ନେଇ ପିଟି ପିଟି ହତ୍ୟା କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.