jayashree

ପାରିବାରିକ କଳହ ଯୋଗୁଁ ୧୨ ବର୍ଷର ଝିଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନୃଶଂସ ବାପା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବାଉଶୁଣି ଥାନା ମଙ୍ଗଲମୁଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ମଙ୍ଗଲମୁଣ୍ଡା ଗ୍ରାମରେ ପାରିବାରିକ କଳହ ଯୋଗୁଁ ନିଜର ୧୨ ବର୍ଷର ଝିଅକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ନୃଶଂସ ବାପା । ଏପରିକି ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀ, ଭାଇ, ଏବଂ ଘରକୁ ଆସିଥିବା ସମ୍ପର୍କୀୟଙ୍କୁ ମଧ୍ୟ ଟାଙ୍ଗିଆରେ ଆକ୍ରମଣ କରିଛି । ତେବେ ଏଥିରେ ସ୍ତ୍ରୀ ଗୁରୁତର ହୋଇ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହେଇାଥିବା ବେଳେ ୪ ଜଣ ଆହତଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.