
ଜୟପୁର : କୋରାପୁଟ ଜିଲ୍ଲା ଜୟପୁର କୁମ୍ଭାର ସାହିରେ ଜଣେ ଅଚିହ୍ହ୍ନା ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡି ରହିଛି । ତେବେ ଯୁବକଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ରାସ୍ତାରେ ଏବେବି ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡି ରହିଛି । ଘଟଣା ସ୍ଥଳରେ ପୋଲିସ୍ ଏଯାଏ ପହଞ୍ଚି ନଥିବା ଜଣାପଡିଛି ।