କୋମନା ଅଞ୍ଚଳରେ ହାତୀ ଉପଦ୍ରବ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ଅଞ୍ଚଳରେ ୧୧ଟି ହାତୀ ପଲ ବ୍ୟାପକ ଧାନ ଫସଳ ନଷ୍ଟ କରିଛନ୍ତି । ବିଶେଷ କରି କୋମନା, କରାମହୁଲ ଆଦି ଗାଁର ଅନେକ ଚାଷୀଙ୍କ ଅମଳକ୍ଷମ ଧାନକୁ ହାତୀ ଖାଇ ଦେଇଥିବା ବେଳେ ଦଳିଚକଟି ମାଡି ଦେଇଛନ୍ତି । ଅନେକ ଚାଷୀଙ୍କ ଜମିର ଧାନ ଖଳାରେ ଥିବା ଧାନକୁ ମଧ୍ୟ ହାତୀପଳ ନଷ୍ଟ କରି ଦେଇଛନ୍ତି । କ୍ଷତିଗସ୍ତ ଚାଷୀମାନେ ଆବେଦନ କଲେ କ୍ଷୟକ୍ଷତି ଆକଳନ କରି ଆବଶ୍ୟକ ସହାୟତା ଦେବାକୁ କୋମନା ବନ ବିଭାଗ ରେଞ୍ଜର କହିଛନ୍ତି ।

Leave A Reply

Your email address will not be published.