ଏକ ମାସ ପରେ କପିଳାଶ ପ୍ରାଣୀ ଉଦ୍ୟାନରେ ଥିବା ମାଖନ ହାତୀକୁ ଛଡ଼ାଗଲା ଜଙ୍ଗଲରେ : ଡିଏଫ୍ଓ ଦେଲେ ସୂଚନା ଓଡିଶା By Koshala Prabaha On Sunday 12th December 2021, 10:22 am Share ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା କପିଳାଶ ପ୍ରାଣୀ ଉଦ୍ୟାନରେ ୧ ମାସ ରହିଲା ପରେ, ଜଙ୍ଗଲକୁ ଗଲା ମାଖନ ହାତୀ । ହାତୀର ସୁରକ୍ଷା ପାଇଁ ବନ ବିଭାଗ ନଜର ରଖିଛି । କପିଳାଶରେ ୧ ମାସ ରହିଲା ପରେ ସେହି ହାତୀକୁ ଏକ ଜଙ୍ଗଲରେ ଛଡାଯାଇଛି ବୋଲି ପ୍ରକାଶ ଚାନ୍ଦ ଗୋଗିନେନି ଡିଏଫ୍ଓ କହିଛନ୍ତି । dhenkanal newsଏକ ମାସ ପରେ କପିଳାଶ ପ୍ରାଣୀ ଉଦ୍ୟାନରେ ଥିବା ମାଖନ ହାତୀକୁ ଛଡ଼ାଗଲା ଜଙ୍ଗଲରେ : ଡିଏଫ୍ଓ ଦେଲେ ସୂଚନା