ଦନ୍ତାହାତୀର ଉପଦ୍ରବ

ବଣାଇଗଡ଼, (ହବିବ ମହମ୍ମଦ) : ବଣାଇ ରାଉରକେଲା ଜାତୀୟ ରାଜପଥ ୧୪୩ ବାବୁନୁଆଗାଁ ଛକ ପାଖ ରାସ୍ତାକୁ ଦନ୍ତା ହାତୀ ଆଜି ଦିନ ସାରା ଅବରୋଧ କରି ରଖିଛନ୍ତି । ସ୍ଥାନୀୟ ଚାଷୀଙ୍କ ଦରଫୁଟା ଧାନ ଖାଇ ଚାଷୀଙ୍କୁ ସର୍ବସ୍ୱାନ୍ତ କରି ଶତାଧିକ ଗାଡି ରାସ୍ତା ମଝିରେ ଦିନ ସାରା ଅଟକାଇ ରଖିଛନ୍ତି । ବନବିଭାଗ ଏଥିପ୍ରତି ଆଉ ବିଶେଷ ଧ୍ୟାନ ଦେଉ ନଥିବାରୁ ଜନ ଅସନ୍ତୋଷ ସୃଷ୍ଟି ହେଉଛି ।

Leave A Reply

Your email address will not be published.