oum

ନାଗ ଫାଶରେ ଛନ୍ଦି ହୋଇଥିବା ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଦ୍ୱିତୀୟ ଦିନ ପାଇଁ ଇଡିରେ ହାଜର

jsm

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ଦ୍ୱିତୀୟ ଦିନ ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି । ପ୍ରଥମ ଦିନ ୧୪ ଘଣ୍ଟା ଧରି ଜେରା କରିଥିଲା ଇଡି । ଇଡି ଆଗରେ ଶ୍ରଦ୍ଧାଞ୍ଜଳି ଅନେକ ଗୁମର ଖୋଲିଥିବା ସୂଚନା ମିଳିଛି । ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନଙ୍କୁ ବି ଆଜି ହାଜର ପାଇଁ ଇଡ଼ି ନୋଟିସ୍ କରିଛି । ଅର୍ଚ୍ଚନାଙ୍କ ଦୈନନ୍ଦିନ ଗତିବିଧି ଲକ୍ଷ୍ୟ କରିଛି ଇଡ଼ି । ସେ କାହାକୁ ଭେଟୁଥିଲେ, କାହା କାହା ସହ ତାଙ୍କର କାହାଣୀ ରଚିତ ହୋଇଛି, ସେ ସବୁର ଖୋଳତାଡ଼ କରିବ ଇଡ଼ି । ଶ୍ରଦ୍ଧାଞ୍ଜଳିଙ୍କ ସହ ଡ୍ରାଇଭର ଚନ୍ଦନଙ୍କୁ ମୁହାଁମୁହିଁ ଜେରା ମଧ୍ୟ କରିପାରେ ବୋଲି ଜଣାପଡିଛି ।

Leave A Reply

Your email address will not be published.