ହାଇୱା ଧକ୍କାରେ ବାଇକ ଆରୋହୀ ଗୁରୁତର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜୁନାଗଡ଼ – ଭବାନୀପାଟଣା ଜାତୀୟ ରାଜପଥର ଜାରିଙ୍ଗ ମେଡିକାଲ କଲେଜ ସମ୍ମୁଖରେ ଏକ ହାଇୱା ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ତାଙ୍କ ଗୋଡ଼ରେ ବେଶୀ ଆଘାତ ଲାଗିଛି । ସ୍ଥାନୀୟ ଆଇଆରବି ବାଟାଲିଆନ୍‌ ଅଧିକାରୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ପରିଚୟ ମିଳି ପାରିନାହିଁ ।

Leave A Reply

Your email address will not be published.