ନିଜ ଘରର ଛାତ ଉପରୁ ଖସିପଡି ୬ ବର୍ଷର ଶିଶୁ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ବ୍ଲକର ବାଗଢିଆ ଗ୍ରାମରେ ନିଜ ଘରର ଛାତ ଉପରୁ ଖସିପଡି ୬ ବର୍ଷର ଶିଶୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଗୁରୁତର ଶିଶୁ ଜଣକ ବାଗଢିଆ ଗ୍ରାମର ରିଷି କୁମ୍ଭାର ବୋଲି ଜଣାପଡିଛି । ତେବେ ଶିଶୁ ଜଣକ ଛାତ ଉପରେ ଖେଳୁଥିବା ସମୟରେ ଘରର ଛାତ ଉପରୁ ଖସିପଡିଥିବା ନେଇ ପରିବାର ଲୋକେ କହିଛନ୍ତି ।

Leave A Reply

Your email address will not be published.