କାର୍‌ ସ୍କୁଟି ଧକ୍କା : ୧ ଗୁରୁତର

ସମ୍ବଲପୁର : ଅଇଁଠାପାଲି ଥାନା ଫାଟକ ଓଭରବ୍ରିଜ୍‌ ନିକଟରେ ମଙ୍ଗଳବାର ଦିନ ଏକ କାର୍‌ ଏକ ସ୍କୁଟିକୁ ଧକ୍କା ଦେଇଥିବା ଜଣାପଡିଛି । ଏଥିରେ ସ୍କୁଟି ଚାଳକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ପୁଲିସ ଇଆର୍‌ଭି ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡିଛି ।

Leave A Reply

Your email address will not be published.