ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ରାଉରକେଲା : ଅଫିସ ଭିତରେ ରାଉରକେଲା ମହାନଗର ନିଗମ ଆଉଟ ସୋରସିଂ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ । ମହିଳା ଜଣଙ୍କ ହେଉଛନ୍ତି ସରସ୍ୱତୀ ସାମନ୍ତରାୟ । ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି । ଚାକିରି ନେଇ ବର୍ଷ ବର୍ଷ ଧରି ଗୁହାରି ସତ୍ତ୍ୱେ ନିରାଶ ହୋଇ ମହିଳା ଜଣକ ଏଭଳି ପଦକ୍ଷେପ ନେଇଛନ୍ତି ।

jittmm
Leave A Reply

Your email address will not be published.