jayashree

ଛୁଆଦିନୁଁ ଗୀତ୍‌ ଗାଇ ଗାଇ ମାହିର୍‌ ହେଇଛନ୍‌ ଗୁପ୍ତେଶ୍ୱର ଲେଙ୍କା

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ଛୁଆଦିନୁଁ ଗୀତ୍‌ ଗାଇ ଗାଇ ମାହିର୍‌ ହେଇଛନ୍‌ ଗୁପ୍ତେଶ୍ୱର ଲେଙ୍କା । ବଲାଙ୍ଗିର ସଦର ବ୍ଲକ୍‌ ବିଡ଼ିଘାଟ୍‌ ଗାଁ ନେ ଜନମ୍‌ ହେଇଥିବା ଗୁପ୍ତେଶ୍ୱର ଏଭେ ନ’ କ୍ଲାସ୍‌ ଥି ପାଠ୍‌ ପଢ଼ୁଛନ୍‌ ବଲାଙ୍ଗିର ସହରର ପିପି ଏକାଡେ଼ମୀ ସ୍କୁଲ ଥି । ବାପା ସତ୍ୟନାରାୟଣ ଲେଙ୍କା ଆର୍‌ ମା’ ମମତା ଲେଙ୍କାଙ୍କର୍‌ ସାନ ପୁଅ ଗୁପ୍ତେଶ୍ୱର । ଛୁଆ ଦିନୁଁ ଗୀତ୍‌ ଗାଏବାର୍‌ ଥି ଖୋବ୍‌ ଗହକି । ଖୋବ୍‌ ପାଠ୍‌ ପଢ଼ି କରି ଜନେ ଆଇଏଏସ୍‌ ଅଫିସର୍‌ ହେଇ ଦେଶ୍‌ ସେବା କର୍‌ବାର୍‌ ସାଂଗେ ସାଂଗେ ଗୀତ୍‌ ଗାଏବାର୍‌ ଦିଗେ ବି ଖୋବ୍‌ ସୁନାମ୍‌ ଅର୍ଜନ୍‌ କର୍‌ବାର୍‌ କେ ଲକ୍ଷ୍ୟ ରଖିଛନ୍‌ । ଓଡ଼ିଶାର ନାଁକରା ସଂଗୀତ ସାଧକ ଦୁଃଖୀଶ୍ୟାମ ତ୍ରିପାଠୀଙ୍କର ଗୀତ୍‌ ଗୁପ୍ତେଶ୍ୱରଙ୍କୁ ବହୁତ୍‌ ବନେ ଲାଗ୍‌ସି ବଲି କହେସନ୍‌ । ତାଙ୍କର ମାମୁଁ ତ୍ରିଲୋଚନ୍‌ ସାହୁଙ୍କର୍‌ ଠାନୁଁ ଗୁପ୍ତେଶ୍ୱର ଗୀତ୍‌ ଗାଏବାର୍‌ ଶିଖିଛନ୍‌ ବଲି କହେସନ୍‌ ।

Leave A Reply

Your email address will not be published.