ଗୋହତ୍ୟାକୁ ନେଇ ଅସନ୍ତୋଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ କୁସମେଲ ପାଖ ନଦୀଠାରେ ଏକ ଗାଈକୁ ହତ୍ୟା କରି ପକେଇ ଦିଆଯାଇଥିବା ବେଳେ ଗାଈ ହତ୍ୟାକରୀକୁ ବଲାଙ୍ଗିର ଜିଲ୍ଲା କୁସମେଲ ଗ୍ରାମର ଲୋକମାନେ ଓ ରୁଦ୍ରସେନାର କର୍ମକର୍ତ୍ତାମାନେ ପୋଲିସ ଜିମାରେ ଦେଇଥିଲେ ଓ ହତ୍ୟାକାରୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଥିଲେ । ତେବେ ଗତକାଲିର ଏହି ଘଟଣା ସ୍ଥାନୀୟ ଜନସାଧାରଣରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.