ଚୋରା ବାଇକ୍‌ ଜବତ କଲା ପୋଲିସ : ୩ ଗିରଫ

ରାୟଗଡ଼ା : ରାୟଗଡ଼ାରେ ୪ଟି ଚୋରି ବାଇକ୍‌ ଜବତ କରିଛି ଗୁଣପୁର ପୋଲିସ୍ । ବାଇକ୍‌ ଚୋରି ଘଟଣାରେ ୨ ନାବାଳକ ସହ ଜଣେ ଯୁବକକୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ଜଣକ ଣକ ଗୁଣପୁର ଆମ୍ବେଦକର କଲୋନୀର କୁନାଲ ମିଶାଲ(୨୬) ବୋଲି ଜଣାପଡିଛି । ୪ଟି ବାଇକ୍‌ ମଧ୍ୟରୁ ଗୋଟିଏ ବାଇକ୍‌ ବିଶାଖାପାଟଣାର ହୋଇଥିବା ବେଳେ ଆଉ ଗୋଟିଏ ବାଇକ୍‌ ଗଜପତି ଅଞ୍ଚଳର ବୋଲି ଜଣାପଡ଼ିଛି । ଅନ୍ୟ ଦୁଇଟି ବାଇକ୍‌ ଗୁଣପୁର ଅଞ୍ଚଳର ବୋଲି ଏସ୍‌ଡିପିଓ ବାବୁଲି ନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.