ls

ଘସିଏନରେ ଦୁଗ୍ଧ କେନ୍ଦ୍ର ଉଦଘାଟନ କଲେ ଜିଲ୍ଲାପାଳ

sb

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଘସିଏନ ଗାଁରେ ଦୁଗ୍ଧ ଚାଷୀ ମାନଙ୍କ ପାଇଁ ଏକ ଦୁଗ୍ଧ ସଂରକ୍ଷିତ ଗୃହ ଜିଲ୍ଲାପାଳ ଚଂଚଳ ରାଣାଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ଏହା ଦ୍ୱାରା ଘସିଏନ ଅଞ୍ଚଳର ଚାଷୀମାନେ ତାଙ୍କର ଦୁଗ୍ଧକୁ ଏଠି ରଖି ବହୁତ ସୁବିଧା ପାଇବା ସହ ଉଚିତ ମୂଲ୍ୟରେ ଲାଭ ପାଇପାରିବେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଜିଲ୍ଲା ଭେଟନାରୀ ଅଫିସର ଦିଗାମ୍ବର ନାୟକ, ମିଳକ ୟୁନିୟନ ବଲାଙ୍ଗିରର ଜେନେରାଲ ମେନେଜର ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

pc pk
Leave A Reply

Your email address will not be published.