oum

୫ଟି ସଚିବ ଭିକେ ପାଣ୍ଡିଆନଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୫ଟି ସଚିବ ଭିକେ ପାଣ୍ଡିଆନ ମୟୂରଭଞ୍ଜ ଜିଲ୍ଲା ଗସ୍ତ ଅବସରରେ ଗୁହାଳଡିହି ସବାଇ ଉତ୍ପାଦକ ଗୋଷ୍ଠୀର ମା’ମାନଙ୍କୁ ଭେଟିଛନ୍ତି । ସେମାନଙ୍କ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହ ମିଶନ ଶକ୍ତି ଓଡିଶା ମା’ଙ୍କୁ ଉଦ୍ୟୋଗୀ ଭାବେ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହତ ଲକ୍ଷ୍ୟ ବିଷୟରେ ସେ ଆଲୋଚନା କରିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.