ସମ୍ବଲପୁରରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ

ସମ୍ୱଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁରରେ ପାଳିତ ହୋଇଯାଇଛି ୭୨ତମ ଗଣତନ୍ତ୍ର ଦିବସ । କଚେରୀ ଛକଠାରେ ସକାଳ ସାଢେ ୮ରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ପତାକା ଉତ୍ତୋଲନ କରିଥିଲେ । ଏଥିରେ ଜିଲ୍ଲାପାଳ ଶୁଭମ ଶକ୍ସେନା, ଉତ୍ତରାଂଚଳ ଆଇଜି ନରସିହଂ ଭୋଲ, ଏସପି ବାଟୁଲା ଗଙ୍ଗାଧର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.