oom

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ରାଉରକେଲା ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ସେକଟର ୨୦ରେ ଥିବା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରେ ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଗାନ୍ଧୀଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ ଅନ୍ୟତମ ସାନମାନିତ ଭାବେ ଡଃ. ଅଜିତ ବେହେରା, ସୁମନ ଦତ୍ତ, ଅନିଲ ବର୍ମା, ଭଗବତୀ ଜେନା ପ୍ରମୁଖ ଯୋଗ ଦେଇଥିଲେ । ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ୧୫୫ ବର୍ଷ ଜନ୍ମ ଦିବସ ଉପଲକ୍ଷେ ସର୍ବ ପ୍ରଥମେ ମଂଚାସୀନ ଥିବା ଅତିଥିଗଣ ଗାନ୍ଧିଜୀଙ୍କର ଫୋଟୋରେ ମାଲ୍ୟପର୍ଣ୍ଣ କରିଥିଲେ । ପୂର୍ବରୁ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଉତୀର୍ଣ୍ଣ ହୋଇଥିବା । ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲାର ବୁଦ୍ଧିଜୀବୀ ତଥା ନେସନ ଫାଷ୍ଟର ପ୍ରତିଷ୍ଠାତା ସଞ୍ଜୟ ସାହୁ । ଓଡିଶା ସିଟି ନିଉଜର ପାତିଷ୍ଠାତା ପ୍ରଫେସ ବସନ୍ତ କୁମାର ଦାସ । ତଥା ଓଡିଶା ଖବରର ସାମ୍ବାଦିକା ସସ୍ମିତା ପ୍ରଧାନ । ଅନୁପମ ଗୁପ୍ତାସର ମୟୀ ପାତ୍ରଙ୍କୁ ସାନମାନିତ କରାଯାଇଥିଲା ଶେଷରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ରାଉରକେଲାର କେନ୍ଦ୍ର ପରିଚାଳିକା ଭଗବତୀ ଜେନା ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.