oum

ଆସନ୍ତା ୬ ରୁ +୨ ଫର୍ମ ଫିଲପ୍‌ ଆରମ୍ଭ

jsm

ଭୁବନେଶ୍ୱର : ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଲାଗି ଆସନ୍ତା ୬ ତାରିଖରୁ ଫର୍ମ ଫିଲପ୍‌ ଆରମ୍ଭ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରେଗୁଲାର ଓ ପତ୍ର ବିନିମୟ ପାଠ୍ୟକ୍ରମ ଲାଗି ଛାତ୍ରଛାତ୍ରୀମାନେ ଫେବୃଆରୀ ୧୨ରୁ ଫେବୃଆରୀ ୨୪ ପର୍ଯ୍ୟନ୍ତ ଅନଲାଇନ ଫର୍ମ ଫିଲପ କରିପାରିବେ । ଏକ୍ସ ରେଗୁଲାର ଛାତ୍ରଛାତ୍ରୀମାନେ ଫେବୃଆରୀ ୬ ରୁ ୧୨ ମଧ୍ୟରେ ଫର୍ମ ଫିଲପ କରିପାରିବେ । ଏପରି କି ନବମ ଏବଂ ଏକାଦଶ ଆସନ୍ତା ୮ରୁ ଖୋଲିବ । ଏ ନେଇ ରାଜ୍ୟ ସରକାର ଏସ୍‌ଓପି ଜାରି କରିଛନ୍ତି ।

Leave A Reply

Your email address will not be published.