oom

ରୋୟାଲ ଷ୍ଟାର୍ ଫୁଟବଲ୍ ଆସୋସିଏସନ ପକ୍ଷରୁ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ହିରାପୁର ପଞ୍ଚାୟତର ମାଣ୍ଡିଆପଦର ଗାଁ ଠାରେ ରୋୟାଲ ଷ୍ଟାର୍ ଫୁଟବଲ୍ ଆସୋସିଏସନ ପକ୍ଷରୁ ଆୟୋଜିତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଜେଡିର ବରିଷ୍ଠ ନେତା ନିହାର ରଞ୍ଜନ ବେହେରା ଖେଳାଳୀ ମାନଙ୍କୁ ଉତ୍ସାହିତ କରି ପୁରସ୍କାର ବିତରଣ କରିଛନ୍ତି । ରୋୟାଲ ଷ୍ଟାର୍ ଫୁଟବଲ୍ ଆସୋସିଏସନର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

jittmm
Leave A Reply

Your email address will not be published.