ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଚାରଭଟା ଓମ୍ ଭେଲି ଶିକ୍ଷାନୁଷ୍ଠାନରେ ସିବିଏସଇ କ୍ଲଷ୍ଟର ଦ୍ୱିତୀୟ ଆନ୍ତଃରାଜ୍ୟ ସ୍ତରୀୟ ଫୁଟବଲ୍ କ୍ରୀଡ଼ା ପ୍ରତିଯୋଗିତାରର ତୃତୀୟ ଦିବସରେ ଅତ୍ୟନ୍ତ ଉତ୍ସାହର ସହିତ ପ୍ରାୟ ବିଭିନ୍ନ ବର୍ଗର ୨୪ଟି ଦଳ ଖେଳ ଖେଳିଥିଲେ ।
୧.ୱାଇଡନର ମେମୋରିଆଲ୍ ସହିତ ଅରଚିଡ୍ ଇଣ୍ଟରନେସ୍ନାଲ୍ ସ୍କୁଲ (୧୯ ବର୍ଷରୁ କମ୍ ) ବିଜୟୀ ଅର୍ଚିଡ୍ ଇଣ୍ଟରନେସ୍ନାଲ୍ ସ୍କୁଲ ।
୨.ସାଇ ଇଣ୍ଟରନେସ୍ନାଲ୍ ଆବାସିକ ସ୍କୁଲ କଟକ ସହିତଜି.ଡି ଗୋଏଙ୍କା ପବ୍ଲିକ୍
ସ୍କୁଲ,ଦକ୍ଷିଣେଶ୍ୱର ବିଜୟୀ ସାଇ ଇଣ୍ଟରନେସ୍ନାଲ୍ ଆବାସିକ ସ୍କୁଲ କଟକ
୩.ଏମ୍.ଏମ୍ ସ୍କୁଲ୍ ରାଏପୁର ସହିତ ଓ.ଡ଼ି.ଏମ୍ ସ୍କୁଲ୍ ଗ୍ଲୋବାଲ୍ (୧୭ ବର୍ଷରୁ କମ୍ )ବିଜୟୀ ଓ.ଡ଼ି.ଏମ୍ ସ୍କୁଲ୍ ।
୪.ଓ.ପି.ଜିନ୍ଦଲ୍ ସ୍କୁଲ୍ ରାଏଗଡ଼ ସହିତ ଛାବରା ହାୟର ସେକେଣ୍ଡେରୀ ସ୍କୁଲ୍ । ବିଜୟୀ ଓ.ପି.ଜିନ୍ଦଲ ସ୍କୁଲ ରାଏଗଡ଼ ।
୫.ଡି.ଏ.ଭି ସ୍କୁଲ୍, ସିଲିଗୁଡ଼ି ସହିତ ଏକାଡେମିକ୍ ୱାର୍ଲଡ଼ ସ୍କୁଲ୍, ରାଏପୁର(୧୯ ବର୍ଷରୁ କମ୍) ବିଜୟୀଡ.ଏ.ଭି ସ୍କୁଲ୍ ସିଲିଗୁଡ଼ି ।
୬- କିଟ୍ ଇଣ୍ଟର ନେସ୍ନାଲ୍ ସହିତ ଏସ.ଇ.ସି ରେଲ୍ୱେ ଏଚ୍. ଆର. ଏସ୍. ଇ. ସି ସ୍କୁଲ୍ ନଂ ୨(୧୭ ବର୍ଷରୁ କମ୍) ବିଜୟୀ ଏଚ୍.ଆର.ଏସ୍.ଇ.ସି ସ୍କୁଲ ।
୭- ସାଇଇଣ୍ଟରନେସ୍ନାଲ୍ ଆବାସିକସ୍କୁଲ କଟକ ସାହିତ୍ୟ ଆଦିତ୍ୟ ଏକାଡ଼େମୀ ସେକେଣ୍ଡେରୀ ସ୍କୁଲ (୧୭ ବର୍ଷରୁକର୍ମ) ବିଜୟୀ ଆଦିତ୍ୟସେକେଣ୍ଡେରୀ ସ୍କୁଲ୍ ।
୮- ଏନ୍.ଏଚ୍. ଗୋଏଲ୍ ୱାର୍ଲଡ଼ ସ୍କୁଲ୍ ରାଏପୁର ସହିତ ସେଣ୍ଟ ଏନି ଆରନର୍ଲଡ୍ ସ୍କୁଲ୍(୧୯ବର୍ଷରୁ କମ୍) ବିଜୟୀ
୯- ଦିବ୍ୟଆର୍ଯ୍ୟପବ୍ଳିକ୍ ସ୍କୁଲ୍ ସହିତ ବ୍ରହ୍ମବିଦ ଦି ଗ୍ଳୋବାଲ୍ ସ୍କୁଲ୍ (୧୭ ବର୍ଷରୁ କମ୍) ବିଜୟୀ ବ୍ରହ୍ମବିଦ ଗ୍ଲୋବାଲ ସ୍କୁଲ୍ ।
୧୦ – ଓମ୍ ଭେଲି ସ୍କୁଲ ଟିଟିଲାଗଡ଼ ସହିତ କ୍ରିଷ୍ଣା ପବ୍ଲିକ୍ ସ୍କୁଲ୍ ।(୧୭ ବର୍ଷରୁ କମ୍ ) ବିଜୟୀ ଓମ୍ ଭେଲି ସ୍କୁଲ୍ ।
୧୧- ସେଣ୍ଟ ଏନି ଜାଭିଅର୍ସ, ବିଲାସପୁର ସହିତ ବିକାଶ ଆବାସିକ ସ୍କୁଲ ବରଗଡ଼ (୧୯ ବର୍ଷରୁ କମ୍) ବିଜୟୀ ବିକାଶ ଆବସିକ ସ୍କୁଲ ବରଗଡ଼
୧୨ – ନର୍ଥପଏଣ୍ଟ ଆବାସିକ ସ୍କୁଲ ସହିତ ଜ଼େ.ପି ଇଣ୍ଟରନେସ୍ ନାଲ ସ୍କୁଲ୍(୧୯ ବର୍ଷରୁ କମ୍ ) ଜେ.ପି.ଇଣ୍ଟରନେସ୍ ନାଲ ସ୍କୁଲ ।
୧୩.ଦି ଗ୍ରେଟ୍ ଇଣ୍ଡିଆ ସ୍କୁଲ୍ ରାଏପୁର ସହିତ ବାଣୀ ମନ୍ଦିର ରେଲ୍ ୱେ ଏଚ୍.ଏସ୍ ସ୍କୁଲ୍(୧୯ ବର୍ଷରୁ କମ୍) ବିଜୟୀ ବାଣୀ ମନ୍ଦିର ରେଲ୍ ୱେ ଏଚ୍.ଏସ୍ ସ୍କୁଲ୍ ୧୪ – ଦିବ୍ୟଆର୍ଯ୍ୟ ବିଦ୍ୟାପବ୍ଲିକ୍ ସ୍କୁଲ୍ ସହିତ ନାଳନ୍ଦା ଇଂଲିଶ ମିଡ଼ିୟମ୍ ହାୟରସେକେଣ୍ଡେରୀ ସ୍କୁଲ(୧୯ ବର୍ଷରୁ କମ୍) ବିଜୟୀ ଦିବ୍ୟଆର୍ଯ୍ୟ ବିଦ୍ୟାପବ୍ଲିକ୍ ସ୍କୁଲ୍ । ତୃତୀୟ ଦିନର ମଧ୍ୟ ଖେଳ ପ୍ରତିଯୋଗିତାରେ ଖେଳାଳୀମାନେ ବର୍ଷାକୁ ଖାତିର ନକରି ନିଜର ରୋମାଞ୍ଚକର ଖେଳ ପ୍ରଦର୍ଶନ କରିଥିଲେ । ଯାହା ଦର୍ଶକଙ୍କ ମନରେ ଉତ୍ସାହ ଓ ଆନନ୍ଦ ଭରି ଦେଇଥିଲା । ଆଗାମୀ ଦିନ ଗୁଡ଼ିକରେ ମଧ୍ୟ ଆହୁରି ରୋମାଞ୍ଚକର ଖେଳ ଦେଖିବାକୁ ମିଳିବ ଏଥିରେ ସନ୍ଦେହର ଅବକାଶ ନାହିଁ ।

Prev Post