jayashree

୪ ବର୍ଷର ଶିଶୁ କନ୍ୟାର ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଅପହରଣ, ଦୁଷ୍କର୍ମ ଓ ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିବା ଖବର ମିଳିଛି । ତେବେ ଏହି ଘଟଣା ୨୦୧୬ର ହୋଇଥିବା ବେଳେ ଏହି ମାମଲାରେ ପୋକ୍‌ସୋ କୋର୍ଟରେ ଫାଶୀ ଦଣ୍ଡାଦେଶ ହୋଇଥିବା ଜଣାଯାଇଛି । ଗତ ୨୦୧୬ରେ ଟାଉନ ଥାନା ଅଞ୍ଚଳରେ ହୋଇଥିଲା ୪ ବର୍ଷର ଶିଶୁ କନ୍ୟାଙ୍କୁ ଅପହରଣ । ଅପହରଣ ପରେ ୪ ବର୍ଷର ଶିଶୁ କନ୍ୟାକୁ କରିଥିଲା ଦୁଷ୍କର୍ମ ଓ ହତ୍ୟା । ଅପହରଣର ୩ ଦିନ ପରେ ଗଳିତ ଶବ ଉଦ୍ଧାର କରିଥିଲା ପୋଲିସ । ତେବେ ଘଟଣାର ମୁଖ୍ୟ ଆସାମୀଙ୍କୁ ସଂଜୀବ କେର୍କେଟାଙ୍କୁ ଫାଶୀଦଣ୍ଡାଦେଶ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.