centurian jitm

ବରଗଡ଼ର ପୁଅ କୌଶିକଙ୍କୁ ଲଣ୍ଡନସ୍ଥିତ ଫେସ୍‌ବୁକ ମୁଖ୍ୟାଳୟରୁ ଚାକିରି ପାଇଁ ଅଫର୍‌

nschool

ବରଗଡ଼ : ବରଗଡ଼ ସହର ୱାର୍ଡ ନଂ.୧୧ ବାସିନ୍ଦା ଧର୍ମେନ୍ଦ୍ର ପ୍ରକାଶ ମିଶ୍ର ଓ ମିନତୀ ମିଶ୍ରଙ୍କ ପୁଅ କୌଶିକ ମିଶ୍ର(୨୨)ଙ୍କୁ ଲଣ୍ଡନସ୍ଥିତ ଫେସ୍‌ବୁକ୍‌ର ମୁଖ୍ୟାଳୟରୁ ଚାକିରି ପାଇଁ ଅଫର୍‌ ମିଳିଛି । ସୂଚନା ଅନୁୟାୟୀ, କୌଶିକ ଫେସ୍‌ବୁକ୍‌ରେ ଗତ ଦୁଇ ମାସ ହେଲା ଚାକିରି ପାଇଁ ୫ଟି ପର୍ଯ୍ୟାୟରେ ଅନ୍‌ଲାଇନ୍‌ ସାକ୍ଷାତକାର ହୋଇଥିଲେ । ଶେଷରେ ସେ କୃତକାର୍ଯ୍ୟ ହୋଇଛନ୍ତି । ବର୍ତ୍ତମାନ ସେ ରାୟପୁର ସ୍ଥିତ ଏନ୍‌ଆଇଟିରେ ତୃତୀୟ ବର୍ଷ ଛାତ୍ର ଅଟନ୍ତି । କୌଶିକ ନିଜ କଠିନ ପରିଶ୍ରମ ବଳରେ ଏହି ସଫଳତା ହାସଲ କରିବାରେ ସକ୍ଷମ ହୋଇଛନ୍ତି ।

Leave A Reply

Your email address will not be published.