ନିଜ ଇଚ୍ଛାରେ ବାଛି ହେବ ବିଦ୍ୟୁତ ସେବା ପ୍ରଦାନକାରୀ ସଂସ୍ଥା

ନୂଆଦିଲ୍ଲୀ : ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନା କରୁଛନ୍ତି । ଶକ୍ତି ଓ ବିଦ୍ୟୁତ କ୍ଷେତ୍ରରେ ଅନେକ ଐତିହାସିକ ଘୋ।ଷଣା କରାଯାଇଛି । ଚଳିତ ବଜେଟରେ ଶକ୍ତି କ୍ଷେତ୍ରରେ ବଡ ପରିବର୍ତ୍ତନ ଅଣାଯାଇଛି । ପ୍ରିପେଡ୍ ବିଦ୍ୟୁତ ସେବା ଆରମ୍ଭ ହେବ । କେଉଁ ସଂସ୍ଥା ଠାରୁ ଉପଭୋକ୍ତା ବିଦ୍ୟୁତ ସେବାର ଲାଭ ଉଠାଇବେ ତାହା ନିଜେ ନିଷ୍ପତ୍ତି ନେବେ । ଅର୍ଥାତ ଆପଣ କେଉଁ ସଂସ୍ଥାଠାରୁ ସେବା ପାଇବେ ତାହା ସ୍ଥିର କରିବାର ସ୍ୱାଧିନତା ରହିବ ।

Leave A Reply

Your email address will not be published.