ଏକଲବ୍ୟ କୋଚିଂ ସେଣ୍ଟରରେ ୭୫ତମ ସ୍ୱାଧୀନତା ଦିବସ ପାଳିତ

ସଇଁନ୍ତଲା, (ପୁସ୍ତମ୍ ଯୁଆଡି) : ସଇଁନ୍ତଲା ବ୍ଲକ୍‌ର କୁମ୍ଭାରୀ ଗ୍ରାମର ଏକଲବ୍ୟ କୋଚିଂ ସେଣ୍ଟର୍ ଠାରେ ୭୫ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ମୁଖ୍ୟ ବସନ୍ତ କୁମାର୍ ବୁଡେକ୍‌ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଈଶିତା ବୁଡେକ୍‌, ହେମବନ୍ତି ମଲିକ, କରିସ୍ମା ବେହେରା, ବିଘ୍ନରାଜ୍ ମଲିକ୍, ଟୁନି ମଲିକ୍, ଭୁମିସୂତା ମଲିକ୍, ବୈଜୟଂତୀ ମାଝୀ, ରୀମା ବେହେରା, ରିକୀ ବଗର୍ତି, ଶୁଭଶ୍ରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.