ଲାଇଟ୍ ସୁଇଚ୍ ଅଫ୍ କରି “ଆର୍ଥ ଆୱାର” ପାଳନ କରିବାକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଅନୁରୋଧ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆମ ପୃଥିବୀର ସୁରକ୍ଷା ପାଇଁ ପ୍ରତିବର୍ଷ ମାର୍ଚ୍ଚ ଶେଷ ଶନିବାର ଦିନ ସମଗ୍ର ବିଶ୍ୱରେ ଏକ ଘଣ୍ଟା ପର୍ଯ୍ୟନ୍ତ ଅନାବଶ୍ୟକ ଲାଇଟ୍‌କୁ ସୁଇଚ୍ ଅଫ୍ କରି “ଆର୍ଥ ଆୱାର” ପାଳନ କରାଯାଏ । ଆଜି ରାତି ୮.୩୦ରୁ ୯.୩୦ ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଘର/ କାର୍ଯ୍ୟାଳୟର ଲାଇଟ୍ ସୁଇଚ୍ ଅଫ୍ କରି “ଆର୍ଥ ଆୱାର” ପାଳନ କରିବାକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.