om academy

ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜ ପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

jsm

ଖୋର୍ଦ୍ଧା : ଖୋର୍ଦ୍ଧା-ବଳାଙ୍ଗିର ୫୭ ନମ୍ବର ଜାତୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ବାଘମାରୀ ପେଟ୍ରୋଲ ପମ୍ପ୍‌ ପାଖରେ ଦ୍ରୁତ ଗାତିରେ ଏକ ତେଲ ଟ୍ୟାଙ୍କର୍‌ ଆସି ଜଣେ ବ୍ୟାକ୍ତିଙ୍କ ଶରୀରର ଉପରକୁ ଚଢ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ବ୍ୟାକ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା ବୋଲି ସ୍ଥାନୀୟ ଲୋକମାନଙ୍କ ଠାରୁ ଶୁଣିବାକୁ ମଳିଥିଲା । ମୃତ ବ୍ୟକ୍ତି ହେଉଛନ୍ତି ଶରଧାପୁରର ମଞ୍ଜୁର ମହମ୍ମଦ । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚି ଥିବାବେଳେ ପୁଲିସ୍‌ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.