ସିଆରପି ଓଭରବ୍ରିଜ୍ ଉପରେ କାର୍ ସିରିଜ୍ ଦୁର୍ଘଟଣା : ଦୁଇ ଜଣ ଯୁବକ ଅଟକ

ଭୁବନେଶ୍ୱର : ନିଶାସକ୍ତ ଅବସ୍ଥାରେ ଦୁଇ ଜଣ ଯୁବକ ଭୁବନେଶ୍ୱର ଜାତୀୟ ରାଜପଥ ସିଆରପି ଓଭରବ୍ରିଜ୍ ଉପରେ ସିରିଜ କାରରେ ୪ଟି କାର୍‌କୁ ପିଟି ଦୁର୍ଘଟଣା ଘଟାଇଛ‌ନ୍ତି । ନିଶାସକ୍ତ ଅବସ୍ଥାରେ ଯୁବକ ଦୁଇ ଜଣ ଗୋଟିଏ ପରେ ଗୋଟିଏ ଗାଡିକୁ ପିଟିଚାଲିଥିଲେ । ୪ଟି କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁର୍ଘଟଣାରେ ୪ଜଣ ଆହତ ହୋଇଛନ୍ତି । ଏଥିରେ କାହାର ମୃତ୍ୟୁ ହୋଇନାହିଁ । ପୁଲିସ ଯୁବକ ଦୁଇଜଣଙ୍କୁ ଅଟକ ରଖ ପଚରାଉଚୁରା ଜାରି ରଖିଛି ।

Leave A Reply

Your email address will not be published.