କୁମ୍ଭାରଖୁନ ଓ ବନମାଲ ଗ୍ରାମର ମଝି ରାସ୍ତାରେ ସଡକ ଦୁର୍ଘଟଣାର ଶିକାର ହେଲେ ବାଇକ ଆରୋହୀ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତର କୁମ୍ଭାରଖୁନ ଓ ବନମାଲ ଗ୍ରାମର ମଝି ରାସ୍ତାରେ ଏକ ସଡକ ଦୁର୍ଘଟଣା ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୂସାରେ ଏକ ସିଟି ୧୦୦ ବାଇକ ଯୋଗେ ଜଣେ ବ୍ୟକ୍ତି ଆସୁଥିବା ସମୟରେ କୁମ୍ଭାରଖୁନ ଓ ବନମାଲ ଗ୍ରାମର ମଝି ରାସ୍ତାରେ ବାଇକଟି ଭାରସାମ୍ୟ ହରାଇ ଖସିପଡିଥିଲେ । ଫଳରେ ବାଇକ ଚାଳକଙ୍କର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଖବର ପାଇ ବାଇକ ଚାଳକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!