ବଲାଙ୍ଗିର ଦୁର୍ଗା ମନ୍ଦିର ସାମ୍ନାରେ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମା’ ଦୁର୍ଗାଙ୍କ ମନ୍ଦିର ସାମ୍ନାରେ ଏକ କାର, ଏକ ପିକଅପ୍ ଗାଡ଼ି ଓ ଏକ ଏଟିଏମ୍ ଗାଡ଼ି ପଛକୁ ପଛ ଆସୁଥିବା ବେଳେ ୩ ଗାଡ଼ି ଧକ୍କା ହୋଇଥିବା ଜଣାପଡିଛି । ଫଳରେ ଗାଡ଼ି ଗୁଡ଼ିକର କାଚ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି । ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି ।

Leave A Reply

Your email address will not be published.