ବଲାଙ୍ଗିର ଯୋଗର୍ସ ପାର୍କ ସମ୍ମୁଖରେ ମମନ୍ତୁଦ ସଡକ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଯୋଗର୍ସ ପାର୍କ ସମ୍ମୁଖରେ ମମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଯୋଗର୍ସ ପାର୍କ ସମ୍ମୁଖରେ ଏକ ଅଜଣା କାର୍‌ ଦୃତଗତିରେ ଆସୁଥିବା ବେଳେ ବଲାଙ୍ଗିର ଇନ୍ଦ୍ରିରାନଗରର ଜଣେ ଯୁବକଙ୍କୁ ଯୋଗର୍ସ ପାର୍କ ସମ୍ମୁଖରେ ଧକ୍କା ଦେଇଥିଲା । ଗୁରୁତର ଭାବେ ବଲାଙ୍ଗିର ପୋଲିସ କର୍ମଚାରୀମାନେ ଉକ୍ତ ଯୁବକଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!