om academy

ବାନ୍ଧନବାଡି ବସ୍‌ଷ୍ଟାଣ୍ଡ ନିକଟରେ ବାଇକ ଦୁର୍ଘଟଣା

jsm

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଅନ୍ତର୍ଗତ ବାନ୍ଧନବାଡି ବସ୍‌ ଷ୍ଟାଣ୍ଡ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଦୁର୍ଘଟଣାଗ୍ରସ୍ତ ବାଇକର ନମ୍ବର ଟି ହେଉଛି ଓଡି୦୩ଇ୪୭୭୧ । ତେବେ ବାଇକ୍‌ ଟି ପାଟଣାଗଡରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ବାନ୍ଧନବାଡି ବସ୍‌ଷ୍ଟାଣ୍ଡ ନିକଟରେ ରାସ୍ତାକଡରେ ଥିବା ସିମେଣ୍ଟ ଖୁଣ୍ଟରେ ପିଟି ହୋଇଥିବା ବେଳେ ବାଇକ ଆରୋହୀ ଜଣକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର ମିଳିଛି ।

Leave A Reply

Your email address will not be published.