
ବେଲପଡା, (କେପିଏନ୍ଏସ୍) : ବେଲପଡା ଥାନା ଅଞ୍ଚଳର ବେଲପଡାର ମୁଖ୍ୟରାସ୍ତା ତାରିଣୀ ମନ୍ଦିର ଠାରେ ଏକ ହାଇୱା (ଓଆର୍୧୮ବି୩୦୭୪) ଏକ ଯାତ୍ରୀବାହୀ ବସ୍ ଓ ବାଇକ ଧକ୍କା ଦେଇଥିଲା । ତେବେ ଏଥିରେ ବାଇକ ଚଳକ ସାମାନ୍ୟ ଆହତ ହୋଇଥିଲେ । ବେଶୀ କିଛି କ୍ଷୟକ୍ଷତି ହୋଇନଥିବା ଜଣାଯାଇଛି । ଅଭିଯୋଗ କ୍ରମେ ପୋଲିସ ହାଇୱା ଗାଡିକୁ ବେଲପଡା ଥାନାରେ ଅଟକ ରଖିଛି ।