ପଦ୍ମପୁର କଣ୍ଟାପଡ଼ା ମାଁ ମଙ୍ଗଳା ମନ୍ଦିରରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର କଣ୍ଟାପଡା ମାଁ ମଙ୍ଗଳା ମନ୍ଦିରରେ ଶାରଦୀୟ ଦୁର୍ଗାପୂଜା ଆରମ୍ବ ହୋଇଯାଇଛି । ଆଜି କଳସ ଅଧିବାସ ବିଲ୍ଵବରଣ ହୋଇ ଘଟ ସ୍ଥାପନ ହୋଇଛି ଏହି ପୂଜା ଆସନ୍ତା ୧୩ ତାରିଖ ଦିନରେ ପୂର୍ଣ୍ଣାହୁତି ହେବ ଏଥିରେ ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ ଏବଂ ତାଙ୍କ ସାଥି ପୂଜା କାର୍ଯ୍ୟ କରିଥିଲେ । କର୍ତ୍ତା ଲବ ବଳ ଏବଂ ପତ୍ନୀ ପିଙ୍କି ବଳ ଓ ମାଗୁଣି ଚରଣ ବଳଙ୍କ ସହପଡାର ଭକ୍ତବତ୍ସଲ ପୂଜା କାର୍ଯ୍ୟ ତୁଲାଇ ଥିଲେ ।

Leave A Reply

Your email address will not be published.