ଟ୍ରାକ୍ଟରରେ ନିଆଁ ଲଗେଇ ଦୃର୍ବୁତ୍ତ ଫେରାର

ବଲାଙ୍ଗିର, (କେପିଏନ୍‌) : ନୂତନ ଟ୍ରାକ୍ଟର ଆଣିଥିଲେ । ହେଲେ କେହି ଜଣେ ନିଆଁ ଲଗେଇ ଫେରାର ମାରିଛି । ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣୀଡୁଙ୍ଗୁରୀ ଗାଁର ଏହି ଘଟଣା ହୋଇଥିବା ବେଳେ ଗାଁ ପିଣ୍ଟୁ ସାହୁ ନାମକ ଜଣେ ଯୁବକଙ୍କ ଟ୍ରାକ୍ଟର ଜାଳି ଦେଇଛି ଦୃର୍ବୁତ୍ତ। ଜଳିପୋଡ଼ି ଛାରଖାର ହୋଇଯାଇଛି ଉକ୍ତ ଟ୍ରାକ୍ଟର । ତେବେ ଘଟଣାକୁ ନେଇ ଚାରିଆଡେ ଏବେ ବେଶ୍ ଚର୍ଚ୍ଚା ହଉଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.