ଅଟୋ ସ୍କର୍ପିଓ ମୁହାଁମୁହିଁ ଧକ୍କା, ଦୁଇ ମୃତ

ଭୁବନେଶ୍ୱର : ବାରିପଦାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋ ଓ ସ୍କର୍ପିଓ ମୁହାଁମୁହିଁ ଧକ୍କା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ବାରିପଦା ୧୮ ନମ୍ବର ଜାତୀୟ ରାଜପଥର ମଞ୍ଚାବନ୍ଧାଠାରେ ଏହି ଘଟଣା ଘଟିଛି ୧୮ ନମ୍ବର ଜାତୀୟ ଦେଇ ଅଟୋଟି ଯାଉଥିବା ସମୟରେଏକ ସ୍କର୍ପିଓ ଧକ୍କା ଦେଇଥିଲା । ଫଳରେ ଅଟୋ ଚାଳକ ସହିତ ଅନ୍ୟ ଜଣଙ୍କର ମୃତ୍ୟ ହୋଇଛି ।

Leave A Reply

Your email address will not be published.