centurian jitm

ସଡ଼କ ଦୁର୍ଘଟଣାରେ ୪ ମୃତ, ଟ୍ରକ ଛାଡ଼ି ଡ୍ରାଇଭର ଫେରାର

ଭଦ୍ରକ : ବାରିପଦା: ଭଦ୍ରକ ଓ ବାରିପଦାରେ ଦୁଇ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଭଦ୍ରକ ଜିଲ୍ଲାରେ ଟ୍ରକ୍-ବାଇକ୍ ଧକ୍କାରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ରାନ୍ଦିଆ ଫିଲ୍ମ ହଲ ସାମ୍ନାରେ ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ମୃତ ଦୁଇ ଯୁବକ ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଅଞ୍ଚଳର ବୋଲି କୁହା ଯାଉଛି । ଦୁର୍ଘଟଣା ପରେ ଡ୍ରାଇଭର ଟ୍ରକ୍ ଛାଡି ଫେରାର ହୋଇଛନ୍ତି ।

Leave A Reply

Your email address will not be published.