ମହାଶିବ ରାତ୍ରି ଉପଲକ୍ଷେ କୁମ୍ଭାରସାହିରେ ତିଆରି ହେଉଛି ୧୨ କ୍ୱିଣ୍ଟାଲ୍‌ ଘିଅ ରହୁଥିବା ଦୀପ

କଟକ : ଆସନ୍ତା ଫେବୃଆରୀ ୧୮ ତାରିଖରେ ମହାଶିବ ରାତ୍ରି । ବିଭିନ୍ନ ଶିବ ମନ୍ଦିର ଦୀପ ଜାଳି ଜାଗର ପାଳିବେ ଶ୍ରଦ୍ଧାଳୁ । ଜାଗର ପାଇଁ ବିଡ଼ାନାସୀ କୁମ୍ଭାରସାହିର କାରିଗର ସୁରେନ୍ଦ୍ର ବେହେରା ସ୍ୱତନ୍ତ୍ର ଭାବେ ତିଆରି କରୁଛନ୍ତି ୧୨ କ୍ୱିଣ୍ଟାଲ ଘିଅ ରହିପାରୁଥିବା ଏକ ଦୀପ । ଯାହାକୁ ଦେଖିବା ପାଇଁ ଯେତିକି ବିଶାଳ, ସେତିକି ଆକର୍ଷଣୀୟ ।

Leave A Reply

Your email address will not be published.