oom

ବରଗଡ଼ ଠାରେ ଆୟୋଜିତ ପ୍ରଧାନମନ୍ତ୍ରୀ କିଷାନ ଉତ୍ସବ ଦିବସ ପାଳନ

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ଅବସରରେ ଜର୍ଜ ହାଇସ୍କୁଲ ପଡ଼ିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରଗଡ଼ର ଅଗ୍ରଣୀ ଚାଷୀମାନଙ୍କୁ ସମ୍ବର୍ଦ୍ଧତ କରିଥିଲେ । ପଦ୍ମପୁର ବ୍ଲକ ଅନ୍ତର୍ଗତ ଦାହିତା ଗ୍ରାମପଞ୍ଚାୟତର ଚାଷୀ ଟିକେଶ୍ୱର ହୋତା, ବିଜେପୁର ବ୍ଲକ ଅନ୍ତର୍ଗତ ଜରିଂ ପଂଚାୟତର ଦୁଗ୍ଧ ଉତ୍ପାଦନ କରି ଚାଷୀ ଯୋଗିନ୍ଦ୍ର ପ୍ରଧାନ, ଭଟଲି ବ୍ଲକ ଅନ୍ତର୍ଗତ ଭଟଲିର ଜୈବିକ ପ୍ରଣାଳୀରେ ଚାଷ ଏବଂ ଚତୁ ଚାଷ କରି ଚାଷୀ ମାନଙ୍କୁ ଏକ ନୂତନ ଦିଗ୍‌ଦର୍ଶନ ଦେଇଥିବା ଅଗ୍ରଣୀ ଚାଷୀ ନୀଳକଣ୍ଠ ସା, ବରଗଡ଼ ବ୍ଲକ ଅନ୍ତର୍ଗତ ବର୍ ଗାଁର ଜୈବିକ ସାରରେ ଚାଷ କରି ସଫଳ ଚାଷୀ ଶ୍ୟାମ ଘନ ପ୍ରଧାନ, ଅତାବିରା ବ୍ଲକ୍ ଅନ୍ତର୍ଗତ ଚକୁଲି ଗ୍ରାମପଞ୍ଚାୟତର ଦେବେନ୍ଦ୍ର ସାହୁଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧତ କରିଥିଲେ ।

jittmm
Leave A Reply

Your email address will not be published.