ଭିଜିଲାନ୍ସ ଜାଲରେ ପଡ଼ିଗଲେ ଜେ.ଇ ସଂଘମିତ୍ରା ସାହୁ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଫିସରେ କାର୍ୟ୍ୟରତ ଜୁନିଅର ଇଞ୍ଜିନିୟର ଇଂ.ସଂଘମିତ୍ରା ସାହୁ ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଗଲେ । ଏଠାରେ ସୂଚନାଯୋଗ୍ୟ ଯେ, ବିଲ କରାଇଦେବା ପାଇଁ ସେ ପୂର୍ବରୁ ଲାଞ୍ଚ ମାଗିଥିଲେ । ମ୍ୟାଡ଼ମ୍ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଆଜି ଧରାପଡିଛନ୍ତି । ଏନେଇ ଖୋର୍ଦ୍ଧା ଦୁର୍ନୀତି ନିବାରଣ ବିଭାଗର ଏକ ଟିମ୍ ଚଢ଼ାଉ କରି ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.