om academy

ଟ୍ୟାଙ୍କର ଓ ଅଟୋ ମୁହାଁମୁହିଁ ଧକ୍କା : ୧ ମୃତ, ୫ ଆହତ ମୁହାଁମୁହିଁ

jsm

କୋରାପୁଟ : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପୋଡାପଦର ଗ୍ରାମ ଛକ ନିକଟରେ ଗୁରୁବାର ଟ୍ୟାଙ୍କର ସହ ଅଟୋ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହାତ ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ପଟ୍ଟାଙ୍ଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ଆନ୍ଧ୍ରପ୍ରଦେଶ ବବିଲି ଅଞ୍ଚଳରୁ କିଛି ବେଲୁନ ବିକାଳୀ କୁନ୍ଦିଲି ଦଶହରା ଯାତ୍ରାକୁ ବ୍ୟବସାୟ କରିବାକୁ ଆସିଥିଲେ । ଗୁରବାର ଏକ ଅଟୋ ଯୋଗେ ଗାଁକୁ ଯାଉଥିବା ବେଳେ ଏକ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

Leave A Reply

Your email address will not be published.