କାର ଓ ବାଇକ ମୁହାଁମୁହିଁ ଧକ୍କା : ଦୁଇ ବାଇକ୍ ଆରୋହୀ ଗୁରୁତର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡରୁ କେସିଙ୍ଗା ରାସ୍ତା ଯିବା ରାସ୍ତାର ଡଙ୍ଗାପଟା ଫାଟକ ଛକଠାରେ ଗୋଟିଏ ବାଇକ ଓ କାର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକରେ ବସିଥିବା ଦୁଇ ଯୁବକ ଗୁରୁତର ଆହତ ହୋଇଥିବା ବେଳେ କାର ଚାଳକଙ୍କ ମୁହଁରେ ଆଘାତ ଲାଗି ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ ସରକାରି ଡାକ୍ତରଖାନାକୁ ପଠାଯାଇଛି । ଦୁଇ ବାଇକ୍ ଆରୋହୀ ତେନ୍ତୁଳି ପଡ଼ାର ବାଲ କିଶୋର ବଗର୍ତ୍ତି ଓ ପୁନି ମାଝି ବୋଲି ଜଣାପଡିଛି ।

Leave A Reply

Your email address will not be published.