ଝାରବନ୍ଧ ବିଡିଓ ରୁନୁ ଲାକ୍ରା ଆଉ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ବିଡ଼ିଓ ଭାବେ କାର୍ୟ୍ୟରତ ରୁନୁ ଲାକ୍ରାଙ୍କ ଆଜି ତାଙ୍କ ବାସଭବନ ସମ୍ବଲପୁରରେ ପରଲୋକ ହୋଇଯାଇଛି । ସେ ଜଣେ ପରୋପକାରୀ ବ୍ୟ‌କ୍ତି ଥିଲେ । ତାଙ୍କ ବିୟୋଗରେ ପଦ୍ମପୁର, ଝାରବନ୍ଧ, ପାଇକମାଲ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.