ଆଜି ରିଲିଜ ହେବ ‘ଦମନ’ର ହିନ୍ଦୀ ଟ୍ରେଲର

ଭୁବନେଶ୍ୱର, (କେପିଏନ୍‌ଏସ) : ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ହିନ୍ଦୀ ଟ୍ରେଲର ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ପାନୋରମା ୟୁଟ୍ୟୁବ ଚ୍ୟାନେଲରେ ମୁକ୍ତିଲାଭ କରିବ । ଓଡ଼ିଆ ଭାଷାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ବିପୁଳ ସଫଳତା ପରେ ହିନ୍ଦୀ ଭାଷାରେ ପ୍ରସ୍ତୁତ କରାଯାଇଛି । ଗତ ଗୁରୁବାର ପାନୋରମା ଷ୍ଟୁଡିଓ ସହ ଏ ନେଇ ଚୁକ୍ତିନାମା ହୋଇଥିଲା ।

Leave A Reply

Your email address will not be published.