ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ନିକଟ ରାଜ୍ୟ ଗ୍ରନ୍ଥାଗାରରେ ଅବସ୍ଥାପିତ ହୋଇଥିବା ଗଞ୍ଜାମ ଜିଲ୍ଲା ପାଠାଗାରର ଅବସରପ୍ରାପ୍ତ ସହକାରୀ ଗ୍ରନ୍ଥାଗାରୀକ ଅମିୟ କୁମାର ଧଳଙ୍କୁ ପୁଣି ଏକ ନୂତନ ଦାୟିତ୍ୱ ମିଳିଛି । ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତିଷ୍ଠାନ ତଥା ରାଜ୍ୟ ସଂସ୍କୃତି ବିଭାଗ, ଓଡ଼ିଶା, ଭୁବନେଶ୍ୱର ଅଧୀନରେ କାର୍ଯ୍ୟରତ ସହକାରୀ ଗ୍ରନ୍ଥାଧ୍ୟକ୍ଷ ଅମିୟ ଧଳଙ୍କୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସ୍ୱତନ୍ତ୍ର ଦାୟିତ୍ୱପ୍ରଦାନ କରାଯାଇଥିବା ସରକାରୀ ଭାବେ କୁହାଯାଇଛି । ଏନେଇ ବିଭିନ୍ନ ମହଲରେ ତାଙ୍କ ପରିଚିତ ବ୍ୟକ୍ତି ବିଶେଷ ମହଲରେ ଶୁଭେଚ୍ଛାର ସୁଅ ଛୁଟିବା ସହ ଅଭିନନ୍ଦନ ଜ୍ଞାପନ କରାଯାଇଛି ।
Next Post