oom

କୁଶକେଲାଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଦାବିପତ୍ର ପ୍ରଦାନ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ଖୋଲାନ ଗ୍ରାମକୁ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶିଙ୍କ ଗସ୍ତ ସମୟରେ କୁଶକେଲା ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ ମହାନନ୍ଦ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେହି ଦାବିପତ୍ରରେ ଡଙ୍ଗର ପଡ଼ା ଖେଳ ପଡିଆରେ ବାଉଣ୍ଡ୍ରି ଦେବା ସହ ଖେଳାଳି ମାନଙ୍କ ପାଇଁ ଏକ ଚେଞ୍ଜିଙ୍ଗ ରୁମ ଓ କୁଶକେଲାଠାରେ ଏକ ମିନି ପାର୍କ, ଜିମ ନିର୍ମାଣ କରିବାକୁ ଦାବି କରିଛନ୍ତି । ଏଥି ନିମନ୍ତେ ସାଂସଦଙ୍କ ପାଣ୍ଠିରୁ କୋଡ଼ିଏ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଦେବାକୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକଲେ ସାରା ପଞ୍ଚାୟତବାସୀ ଉପକୃତ ହେବେ ବୋଲି କହିଥିଲେ ଶ୍ରୀ ମହାନନ୍ଦ ।

jittmm
Leave A Reply

Your email address will not be published.